ଚିକିତ୍ସା ଅବହେଳାରୁ ଶିଶୁ ମୃତୁ୍ୟକୁ ନେଇ ପାରାଲାଖେମୁଣ୍ଡିରେ ଉତ୍ତେଜନା
ଭୁବନେଶ୍ୱର: ରାଜ୍ୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ହଇରାଣ ହେବା ଘଟଣା ଏକ ନିତିଦିଆ ଖବର ହୋଇଗଲାଣି । ହେଲେ ଆଜି ଡାକ୍ତର ଅଭାବ କାରଣରୁ ଜଣେ ଶିଶୁଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଘଟଣା ପାରଳାଖେମୁଣ୍ଡି…