ଲକଡାଉନରେ ରାମଲାଲାଙ୍କ ଝୁଲାରେ ଟଙ୍କା ବର୍ଷା; ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୪.୬୦ କୋଟି
Edited by Papu Mohanty
ଭୁବନେଶ୍ୱର : ମେ ୨୫:କରୋନା ପାଇଁ ଦେଶରେ ରହିଛି ଲକଡାଉନ୍ । ଦେଶରେଥିବା ମଠ ମନ୍ଦିର ଗୁଡିକୁ ଭକ୍ତଙ୍କ ସମାଗମ ଉପରେ ଜାରି କରାଯାଇଛି କଟକଣା । ଫଳରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଦାନ…