୨୪ ଘଣ୍ଟାରେ ଦେଶରେ ୬, ୩୧୭ କରୋନା ସଂକ୍ରମିତ ଏବଂ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୧୩
ଦିଲ୍ଲୀ: ଡିସେମ୍ବର ୨୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୩୧୭ ରହିଛି । ୨୪ ଘଣ୍ଟା ମଧ୍ୟରେ ୬, ୯୦୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ…