୨୪ ଘଣ୍ଟାରେ ରାଜ୍ୟରେ ୧୨୪ କରୋନା ସଂକ୍ରମିତ ଚିହ୍ନଟ ଏବଂ ୨୧୦ ସୁସ୍ଥ
ଭୁବନେଶ୍ୱର: ଡିସେମ୍ବର ୨୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୭୫ ଜଣ…