ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର ଟେଷ୍ଟ ପିଛା ୨୨୦୦
ଭୁବନେଶ୍ୱର: ଜୁଲାଇ ୦୩:ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏଣିକି ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଟେଷ୍ଟ କଲେ ଗ୍ରାହକଙ୍କୁ ୨୨ଶହ ଟଙ୍କା ଦେବାକୁ ପଡିବ । ଏହି ଟେଷ୍ଟ ପାଇଁ…