ଓଡ଼ିଶା କଟକ ସହରରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ Jul 5, 2020 କଟକ: ଜୁଲାଇ ୫: କଟକ ସହର ରେ ଚିହ୍ନଟ ହେଲେ ଆଉ ୭୪ ଜଣ କରୋନା ଆକ୍ରାନ୍ତ I ସେମାନଙ୍କମଧ୍ୟରୁ, ୪୬ ଜଣ Institutional Quarantine ରେ ଥିବାବେଳେ, ୨୮ ଜଣ Home Quarantine ରେ ଥିଲେ I Institutional Quarantine ରୁ…