Browsing Tag

COVID-19

କୋଭିଡ୍‌ ପାଇଁ ନିଜ ଦେଶକୁ ବିଦେଶୀ ଆଗନ୍ତୁକଙ୍କୁ ବାରଣ କରିଛି ସାଉଦୀ ଆରବ

ଜେଦ୍ଦା: ମଇ ୨୩: କିଛିଦିନ ହେବ କୋଭିଡ୍‌-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍‌ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତାର ନାଗରିକମାନଙ୍କ ପ୍ରତି…

କମିଲା କୋର୍ବେଭାକ୍ସ ଟିକାର ଦାମ୍‌

ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍‌ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି…

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି…

ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା

ନୂଆଦିଲ୍ଲୀ: ମାର୍ଚ୍ଚ୧୬: କୋଭିଡ-୧୯ ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ଏୟାର ଟ୍ରାଫିକ ଏବେ ସ୍ୱଭାବିକ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାଜ୍ୟସଭାରେ ଏହି…

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ୬, ୩୯୬ ସଂକ୍ରମିତ ଚିହ୍ନଟ ଏବଂ ୨୦୧ ମୃତ

ଦିଲ୍ଲୀ: ମାର୍ଚ୍ଚ ୦୪ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୩୯୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୩ ହଜାର…

ଆଜିଠୁ ହଟିଲା ସହରାଞ୍ଚଳ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଫେବୃଆରୀ ୧୮: ରାଜ୍ୟରେ କୋହଳ ହେଲା କୋଭିଡ୍‌ କଟକଣା । ଆଜିଠୁ ହଟିଲା ସହରାଞ୍ଚଳ ନାଇଟ୍ କର୍ଫ୍ୟୁ । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣା କୋହଳ କରାଯାଇଛି। ଏନେଇ ସୂଚନା ଓ ଲୋକ…

କାନାଡାରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି

କାନାଡା: ଫେବୃଆରୀ ୧୬: ଟୀକାକରଣ ଆଦେଶ ସମେତ ବିଭିନ୍ନ କୋଭିଡ-୧୯ ସମ୍ବନ୍ଧୀୟ ପଦକ୍ଷେପ ବିରୋଧରେ ଟ୍ରକ ଚାଳକଙ୍କ ବିରୋଧର ଜବାବରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା…

ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍‌

ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ…

ବଜାରକୁ ଆସିଲା କୋଭିଡର ୩ୟ ଡୋଜ୍‌ ଜାଇକଭ-ଡି

ନୂଆଦିଲ୍ଲୀ: ଫେବୃଆରୀ ୦୩: ଆରମ୍ଭ ହୋଇଛି କରୋନ। ଭ।ଇରସ୍ ଟିକ। ଜ।ଇକଭ୍-ଡିର ଯୋଗ।ଣ । ଏହା ତୃତୀୟ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକ। । ତେବେ ପ୍ରତି ଡୋଜର ମୂଲ୍ୟ ୨୬୫ ଟଙ୍କ। ରଖାଯାଇଥିବା ବେଳେ ଡୋଜ୍ ନେବ। ପ।ଇଁ ଆପ୍ଲିକେଟରର…

କମୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧.୬୧ ସଂକ୍ରମିତ ଏବଂ ୨ ଲକ୍ଷରୁ ଅଧିକ ସୁସ୍ଥ

ଦିଲ୍ଲୀ: ଫେବୃଆରୀ ୨ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୩୮୬…