ଓଡ଼ିଶା ଗଞ୍ଜାମରେ ୧୭ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୩ ନୂଆ କରୋନା ଆକ୍ରାନ୍ତ May 7, 2020 ଭୁବନେଶ୍ୱର, ୭ା୫: ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଥିବା ବେଳେ, ନୂଆକରି ମୟୂରଭଞ୍ଜ ଜିଲ୍ଲାରେ କାୟା ମେଲାଇଛି କରୋନା । ସରକାରଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୩ଜଣ ବ୍ୟକ୍ତି…