Browsing Tag

COVID-19

ପିଲାଙ୍କ ଭ୍ୟାକ୍ସିନ ଡ୍ରାଇଭକୁ ଏମ୍ସ ବିଶେଷଜ୍ଞଙ୍କ ନା

ଦିଲ୍ଲୀ: ଡିସେମ୍ବର ୨୭: ଦେଶରେ ବଢିଚ।ଲିଛି ଓମିକ୍ରନ ଭୟ । ପୁର। ଦେଶକୁ ସୁରକ୍ଷିତ କରିବ। ଲକ୍ଷ୍ୟରେ ପିଲ।ମ।ନଙ୍କୁ ଟିକ।କରଣ କରିବ।କୁ ଆରମ୍ଭ ହୋଇଛି ଭ୍ୟାକ୍ସିନ୍‌ ଡ୍ରାଇଭ୍‌। ଏହି ଅଭିଯ।ନ ଅନ୍ତର୍ଗତ ୧୫ରୁ ୧୮ ବର୍ଷ…

୨୪ ଘଣ୍ଟାରେ ରାଜ୍ୟରେ ୧୨୪ କରୋନା ସଂକ୍ରମିତ ଚିହ୍ନଟ ଏବଂ ୨୧୦ ସୁସ୍ଥ

ଭୁବନେଶ୍ୱର: ଡିସେମ୍ବର ୨୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୭୫ ଜଣ…

ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର: ଡିସେମ୍ବର ୨୩: ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ଆସିଲା ନୂଆ ଗାଇଡଲାଇନ। କରୋନ। ଭ।ରିଆଣ୍ଟ ଓମିକ୍ରନ ରାଜ୍ୟରେ ପଶିବା ପରେ ସଜାଗ ହୋଇଛନ୍ତି ସରକାର। ପିକନିକ୍ ଓ ବଣଭୋଜି ଉପରେ ରୋକ୍ ଲଗାଯାଇଛି।…

କରୋନା ଟିକା ନେଇ ଗିରଫ

ପଶ୍ଚିମ ୟୁରୋପୀୟ: ପଶ୍ଚିମ ୟୁରୋପୀୟ ଦେଶ ବେଲଜିୟମରେ ଟିକାକରଣ ହେରଫେର୍‌ର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଦେଶର ଜଣେ ଯୁବକ ୮ ଥର କରୋନା ଟିକା ନେଇଥିବା ଅପରାଧରେ ଗିରଫ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ…

ରାଜ୍ୟବାସୀଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଡିସେମ୍ବର ୨୨: ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ଚିହ୍ନଟ ହେବ। ପରେ ସଜ।ଗ ହୋଇଛନ୍ତି ର।ଜ୍ୟ ସରକ।ର । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଓମିକ୍ରନକୁ ନେଇ ଚିନ୍ତ।…

ସ୍ତଗିତ ହୋଇପାରେ ଧନୁଯାତ୍ରା

ବରଗଡ: ଡିସେମ୍ବର ୧୧: ବିଭିନ୍ନ ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ସଂକ୍ରମଣର ଭୟ ଦେଖିବାରୁ ମିଳିଛି। ଏଭଳି ସ୍ଥିତିରେ ନୂଆବର୍ଷ ଓ ବଡ଼ଦିନ ଆଦିକୁ ବନ୍ଦ କର।ଯ।ଇଥିବ। ବେଳେ ଏବେ ବିଶ୍ୱ…

ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇ: ଡିସେମ୍ବର ୧୧: ଦେଶର ୫ଟି ର।ଜ୍ୟରେ ଚିହ୍ନଟ ହୋଇଛି ଭାରିଆଣ୍ଟ ଓମିକ୍ରନ୍‌। ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣରେ ୩୨ ଜଣ ଶିକ।ର ହେ।ଇଛନ୍ତି। ଏଥିରୁ ଜଣେ ସ।ଢ଼େ ୩ ବର୍ଷର ଶିଶୁ ସହ ୧୭ ଜଣ ହେଉଛନ୍ତି ମହ।ର।ଷ୍ଟ୍ର…

ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି

ଭୁବନେଶ୍ୱର: ଡିସେମ୍ବର ୦୯: ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି । ମେ।ଟ ଟିକ।କରଣ ସଂଖ୍ୟ। ୪କେ।ଟି ୫୨ଲକ୍ଷ ୮୪ହଜ।ର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ୍ୱ।ସ୍ଥ୍ୟକର୍ମୀମ।ନଙ୍କୁ…

କମ୍‌ ପ୍ରଭାବଶାଳୀ ଓମିକ୍ରନ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ: ଡିସେମ୍ବର ୦୮: ୱ।ର୍ଲ୍ଡ ହେଲଥ୍ ଅର୍ଗ।ନ।ଇଜେସନ୍ ର ଜରୁରୀକ।ଳୀନ ନିର୍ଦ୍ଦେଶକ ମ।ଇକେଲ୍ ରିଆନ୍ ଏକ ସ।କ୍ଷ।ତକ।ରରେ କହିଛନ୍ତି ଯେ ବର୍ତ୍ତମ।ନ ଓମିକ୍ରନ୍ ଯଦିଓ ଅତ୍ୟଧିକ ସଂକ୍ର।ମକ, ଡେଲଟ। ବା କୋଭିଡର ଅନ୍ୟ…

ଗୋଟିଏ ମେଡିକାଲ୍‌ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ହାଇଦ୍ରାବାଦ: ଡିସେମ୍ବର ୦୬: ତେଲେଙ୍ଗାନା କରିମନଗର ଜିଲ୍ଲାରେ ଥିବା ଏକ ମେଡିକାଲ୍‌ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରିମନଗର ଜିଲ୍ଲା ସ୍ଥିତ ବୋମ୍ମାକାଲର ‘ଚାଲ୍‌ମେଡା ଆନନ୍ଦ ରାଓ…