Browsing Tag

COVID data India

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲା ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ କୁ ବୃଦ୍ଧି

ଦିଲ୍ଲୀ: ଅଗଷ୍ଟ ୩: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୯୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୭୭୧ ଜଣଙ୍କ ମୃତ୍ୟୁ ହେଇଛି I ଏହା ସହ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୫…

ଦେଶରେ ଗୋଟିଏ ଦିନରେ ୪୯,୯୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭୦୮ ମୃତ

ଦିଲ୍ଲୀ: ଜୁଲାଇ ୨୭: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୫,୪୫୩ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଭାଇରସ…