ଓଡ଼ିଶାରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ମୋଟ ୩୪୩ ଜଣ ସୁସ୍ଥ ହେଲେଣି
ଭୁବନେଶ୍ୱର: ମେ ୨୦: ଓଡ଼ିଶାରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ସାରିଲେଣି l
ଆଜି ସୁସ୍ଥ ହେଇଥିବା ୩୬ ଜଣଙ୍କ ମଧ୍ୟରେ, ଗଂଜାମ…