ଓଡ଼ିଶା ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍ Dec 29, 2021 ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ…
ବିଶ୍ବ କରୋନା ଟିକା ନେଇ ଗିରଫ Dec 23, 2021 ପଶ୍ଚିମ ୟୁରୋପୀୟ: ପଶ୍ଚିମ ୟୁରୋପୀୟ ଦେଶ ବେଲଜିୟମରେ ଟିକାକରଣ ହେରଫେର୍ର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଦେଶର ଜଣେ ଯୁବକ ୮ ଥର କରୋନା ଟିକା ନେଇଥିବା ଅପରାଧରେ ଗିରଫ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ…
ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୧୨, ୭୨୯ କରୋନା ସଂକ୍ରମିତ ଓ ୧୨, ୧୬୫ ସୁସ୍ଥ Nov 5, 2021 ଦିଲ୍ଲୀ: ନଭେମ୍ବର ୦୫: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨, ୭୨୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୧୬୫ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୨୪ ହଜାର ୯୫୯ ଜଣ…
ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୧୩, ୦୫୮ କରୋନା ସଂକ୍ରମିତ ଓ ୧୯, ୪୭୦ ସୁସ୍ଥ Oct 19, 2021 ଦିଲ୍ଲୀ: ଅକ୍ଟୋବର ୧୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩, ୦୫୮ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୯, ୪୭୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୧୪ ପ୍ରତିଶତ ରହିଛି ।…
ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୯୫ ପ୍ରତିଶତ ଟିକା ମଗାଇଛନ୍ତି Jul 16, 2021 ଭୁବନେଶ୍ୱର: ଜୁଲାଇ ୧୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସମ୍ବନ୍ଧରେ ସମୀକ୍ଷା ବୈଠକ କରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲା- ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ,…