Browsing Tag

CRIME

ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ

ଭୁବନେଶ୍ୱର : ମହିଳା ଥାନା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ । ଅଭିଯୁକ୍ତଙ୍କ ସହ ବ୍ୟବହାର କରୁଥିବା ଇନୋଭା କାର୍‌କୁ ଜବତ କରାଯାଇଛି । ଗିରଫ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଘଟଣା ସମ୍ପର୍କରେ…

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ କଞ୍ଜୱାଲା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରାଯାଇଛି I ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଶାଲିନୀ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ…

ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ୱର : ରାତି ଅଧରେ ଅଶାନ୍ତ ହେଉଛି ରାଜଧାନୀ I ଅସାମାଜିକଙ୍କ କବଳରୁ ନିସ୍ତାର ପାଉନାହାନ୍ତି ପୋଲିସ ଅଧିକାରୀ I ପୋଲିସ କୁ ଡରିବା ପରିବର୍ତ୍ତେ ମାରିବାପାଇଁ ଗୋଡ଼ାଉଛନ୍ତି I ଗତକାଲି ଏଇଭଳି ଏକ ଘଟଣା ଘଟିଛି ରାଜଧାନୀ…

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଜଗତସିଂପୁର ଡେପୁଟି କଲେକ୍ଟର

ଭୁବନେଶ୍ୱର : ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲ । ଗତକାଲି ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଜାମିନ…

ଜାମିନ ଆବେଦନ ପ୍ରତ୍ୟାହାର କଲେ ଆଫ୍‌ତାବ ପୁନାୱାଲା

ନୂଆଦିଲ୍ଲୀ : ଜାମିନରେ ମୁକୁଳିବାକୁ ଚାହୁଁ ନାହାନ୍ତି ଆଫ୍‌ତାବ ପୁନାୱାଲା I ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱIକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ନିଜ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି I ଅଫତାବ ଓ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

କଳାହାଣ୍ଡି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ତାଙ୍କ ବାସଭବନ ସମେତ କଳାହାଣ୍ଡି ଜିଲ୍ଲାର ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା,ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା I ସ୍ତ୍ରୀଙ୍କ ବିସ୍ଫୋରକ ବୟାନ I ପ୍ଲାନ କରି ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି I ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଭଳି…

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା,କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାପରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି Iଜେଲରେ…

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ, ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି

ଭୁବନେଶ୍ୱର : ମମୀତI ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲ ରେ ଆତ୍ମହତ୍ୟା କରିଛି I ଏହି ଘଟଣାରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରେସମିଟ ରେ…

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ I ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଙ୍କୁ ବାନ୍ଧିଛି ଭିଜିଲାନ୍ସ I ଶ୍ରୀ ସାନ୍ତରାଙ୍କ…