Browsing Tag

crime branch

ଲାଲୁଙ୍କ ଘରେ ପୁଣି ସିବିଆଇ ରେଡ୍‌

ବିହାର: ମଇ ୨୦: ଲାଲୁଙ୍କ ପିଛା ଛାଡ଼ୁନି ବିବାଦ । କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା । ହେଲେ ଏବେ…

୫,୦୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଧରିଲା ଇଡି

ନୂଆଦିଲ୍ଲୀ: ଅପ୍ରେଲ ୨୬: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି…

ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି

ପୁରୀ: ଡିସେମ୍ବର ୧୭: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣ।ରେ କ୍ର।ଇମବ୍ର।ଞ୍ଚର ତଦନ୍ତ । ଗୁରୁବ।ର ଚିତ୍ତଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ ସହ ଅଟକ ଥିବ। ଜଗ।, ସଞ୍ଜୟ ଦ।ସବର୍ମ।ଙ୍କ ପିଏସଓ ସର୍ବେଶ୍ୱର ଜେନ। ଓ…

ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ

ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍…

ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର

ଭୁବନେଶ୍ୱର: ନଭେମ୍ବର ୦୬ : ଚାନ୍ଦିପୁର ଡିଆର୍‌ଡିଓ ଗୁପ୍ତଚର ମାମଲାର ଏକ ବଡ଼ ସୁରାକ୍‌ କ୍ରାଇମବ୍ରଞ୍ଚକୁ ମିଳିଛି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଥିବା ଜଣାପଡ଼ିଛି । ତେବେ ସେ ମୁମ୍ବାଇର…

କ୍ରାଇମବ୍ରାଞ୍ଚର ଚଢାଉ, ଡାଇମଣ୍ଡ ଜବତ, ଅଧିକାରୀଙ୍କୁ ଆକ୍ରମଣ

ନୂଆପଡା, ସେପ୍‌ଟେମ୍ବର ୨୩ : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତୀନଖ, ଡାଇମଣ୍ଡ, ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର…

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୧: ଉତ୍ତରପ୍ରଦେଶରୁ ଚାନ୍ଦିପୁର ଆଇଟିଆର୍‌କୁ ଆସୁଛି ପାକିସ୍ତାନ ଟଙ୍କା । ଆଜି ଏମିତି ଏକ ଚାଞ୍ଚଲ୍ୟକର ଖବର ଖୁଲାସା କରିଛି, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାର ଯାଞ୍ଚ…