ଲଖୀମପୁର ଖେରି ହିଂସାକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚଙ୍କ ହାତରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ
ଲଖୀମପୁର: ଅକ୍ଟୋବର ୦୯: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଏବେ କ୍ରାଇମବ୍ରାଞ୍ଚ ପୋଲିସଙ୍କ ହାତରେ । ଲଖୀମପୁର ଚାଷୀ ମୃତୁ୍ୟ ଘଟଣାରେ ଆଜି ଆଶିଷଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଖବର ଅନୁସାରେ,…