ଅପରାଧ ଧରା ପଡିଲା ଆଉ ଏକ ଭଣ୍ଡବାବା: ଆଶ୍ରମରୁ ମିଳିଲା ୧୧ ଶବ May 11, 2022 ବ୍ୟାଙ୍କକ: ମଇ ୧୧: ଧରା ପଡିଲେ ଆଉ ଜଣେ ଭଣ୍ଡ ବାବା । ଥାଇଲାଣ୍ଡ ପୋଲିସ ଗିରଫ କରିଛି ଜଣେ ଭଣ୍ଡ ବାବାଙ୍କୁ । ଏହି ବାବା ଜଣଙ୍କ ରୋଗରୁ ରକ୍ଷା ପାଇବା ପାଇଁ ତାଙ୍କ ଅନୁଗତମାନଙ୍କୁ ନିଜ ମଳ-ମୂତ୍ର ପିଇବାକୁ କହୁଥିଲେ । ଥାୱି…
ଅପରାଧ ଧରା ପଡିଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ May 5, 2022 କଟକ: ମଇ ୦୫: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆଜି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୯ଟି…
ଅପରାଧ ପ୍ରି ଆକ୍ଟିଭେଟେଡ୍ ସିମ୍ ମାମଲାରେ ୩ ଜଣଙ୍କୁ ସମନ May 5, 2022 ଢେଙ୍କାନାଳ: ମଇ ୦୫: ପ୍ରି ଆକ୍ଟିଭେଟେଡ୍ ସିମକୁ ନେଇ ମାମଲା । ଢେଙ୍କାନାଳ ଜିଲ୍ଲାର ୩ ସର୍ଭିସ ପ୍ରୋଭାଇଡର ସଂସ୍ଥାର ମୁଖ୍ୟଙ୍କୁ ସମନ କରାଯାଇଛି । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି…
ଅପରାଧ ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ Apr 19, 2022 ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି…
ଅପରାଧ ୧.୪୧ କୋଟି ଟଙ୍କା ଠାବ Apr 9, 2022 ଭୁବନେଶ୍ବର: ଅପ୍ରେଲ ୦୯: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ।…
ଅପରାଧ ଆଶାରାମଙ୍କ ଆଶ୍ରମରେ ନାବାଳିକାଙ୍କ ମୃତଦେହ Apr 9, 2022 ଉତ୍ତରପ୍ରଦେଶ: ଅପ୍ରେଲ ୦୯: ସବୁବେଳେ ଚର୍ଚ୍ଚାରେ ରହିଥିବା ଆଶାରାମ ବାପୁ ଏବେ ପୁଣି ବିବାଦ ଘେରରେ । ଜେଲରେ ବନ୍ଦୀ ଥିବା ଆଶାରାମଙ୍କ ଗୋଣ୍ଡା ସ୍ଥିତ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ଆଶ୍ରମର ଏକ କାର୍ରୁ…
ଅପରାଧ ଫିଲିମ୍ କଥା ହେଲା ସତ ! Apr 5, 2022 କାଶ୍ମୀର: ଅପ୍ରେଲ ୦୫: ଫିଲ୍ମ ପରେ କଥା ହେଲା ସତ କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ଆକ୍ରମଣ। ଗତକାଲି ଠାରୁ କ୍ରମାଗତ ୪ ଥର ହେଲା ଦକ୍ଷିଣ କାଶ୍ମୀରର ଶୋପିଆନ୍ ଉପତ୍ୟାକାରେ ଆତଙ୍କୀ ହମଲା ଚାଲୁ ରହିଛି । କାଶ୍ମୀରୀ ପଣ୍ଡିତ…
ଅପରାଧ ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ Mar 25, 2022 ସମ୍ବଲପୁର: ମାର୍ଚ୍ଚ ୨୫: ସମ୍ବଲପୁର କୁଚିଣ୍ଡା କସଡ଼ା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ…
ଅପରାଧ ୪ ବେଆଇନ ମାଛ ଧରା ଟ୍ରଲର ଜବତ Jan 31, 2022 ପୁରୀ: ଜାନୁଆରୀ ୩୧: ବେଆଇନ୍ ଭ।ବେ ମ।ଛ ମାରି ୪ ଟ୍ରଲର ଜବତ। ପୁରୀ ଜିଲ୍ଲ। ଦେବୀ ନଦୀ ମୁହ।ଁଣରେ ବେଆଇନ୍ ମ।ଛ ମ।ରୁଥିବ।ବେଳେ ବନ ବିଭ।ଗ, ତଟରକ୍ଷୀ ବ।ହିନୀ ଓ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଟିମ୍ ମିଳିତ ଚଢ଼।ଉ କରି ଏହି ସବୁ…
ଅପରାଧ ବୁଲିବାଇ ଆପ୍ ମାମଲା: ଓଡିଶାରୁ ଧରାହେଲା ଅଭିଯୁକ୍ତ Jan 21, 2022 ଭୁବନେଶ୍ୱର :ଜାନୁଆରୀ ୨୦: ବହୁ ଚର୍ଚ୍ଚିତ ବିବ।ଦୀୟ ବୁଲିବ।ଇ ଆପ୍ ମ।ମଲ।ରେ ଓଡିଶ।ରୁ ଜଣେ ଅଭିଯୁକ୍ତକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ । ନୟ।ପଲ୍ଲୀ ଅଞ୍ଚଳରୁ ଅଭିଯୁକ୍ତ ନୀରଜ ସିଂକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ ।…