Browsing Tag

CRIME

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବ୍ଳକମେଲିଙ୍ଗ କୁଇନ ଅର୍ଚ୍ଚନା ନାଗଙ୍କ ଆଜି ସରୁଛି ଇଡି ରିମାଣ୍ଡ ଅବଧି । ସୋମବାର ପୁଣି କୋର୍ଟରେ ହଜାର ହେବେ ଅର୍ଚ୍ଚନା I ତେବେ ଦ୍ଵିତୀୟ ପର୍ଯ୍ୟାୟ ଜେରାବେଳେ ଅର୍ଚ୍ଚନାଙ୍କ ନିକଟରୁ ବିଶେଷ…

ବିହାର ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଁଚିଲା

ପାଟନା: ବିହାରର ଶରଣ ଜିଲ୍ଲାରେ ଘଟିଥିବା ମଦମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ମସରଖ ବ୍ଲକରେ ସର୍ବାଧିକ ୨୩ ଜଣଙ୍କର ମୃତ୍ୟୁ…

ଭୁବନେଶ୍ୱର ରୁ ନେଇ ସୁରଟରେ ପ୍ରେମିକାଙ୍କୁ ୪୯ ଥର ଛୁରୀଭୁସି ହତ୍ୟା କଲା ଜହ୍ଲାଦ ପ୍ରେମିକ

ସୁରଟ : ଓଡ଼ିଆ ଯୁବତୀଙ୍କୁ ଗୁଜରାଟର ସୁରତରେ ନୃଶଂସ ହତ୍ୟା । ହତ୍ୟା କରିଛି ଜହ୍ଲାଦ ପ୍ରେମିକ I ବିବାହ କରିବାକୁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ୪୯ ଥର ଛୁରୀମାଡ଼ କରି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ I ଗୁଜୁରାଟରେ…

ବାର୍ଥ ଡେ ପାର୍ଟି କୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ! ବାର୍ଥ ଡେ ପାର୍ଟିକୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ କଲେ ଗଣ ଦୁଷ୍କର୍ମ I ଘଟଣା ଘଟିଛି ଧୀରକୁଟି ବସିର ପତ୍ର ସାହିରେ ଇ ଏନେଇ ପୀଡିତ ମହିଳା ଜଣକ ମଞ୍ଚେଶ୍ୱର ଥାନାରେ ଏତଲା…

ଯେବେ ଅଣ୍ଟି ଛୁରୀ ତଣ୍ଟି କାଟେ…ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟାକାଣ୍ଡ ର ମୁଖ୍ୟ ଖଳନାୟକ ହେଉଛି ନାତି

ସାଲେପୁର : ଅର୍ଥ ଲୋଭରେ ଅନ୍ଧ ହୋଇ ସମ୍ପର୍କର ମାନେ ବୁଝିଲାନି ନାତି I ଯାହାକୁ ପାଳି ପୋଷି ଘରେ ରଖିଥିଲେ ସେଇ ମାରିଲା ଚୋଟ I ରଚିଲା ଭୟଙ୍କର ଷଡଯନ୍ତ୍ର Iରାତି ଅଧରେ ଭିଆଇଲା ଜଘନ୍ୟ କାଣ୍ଡ I ନିଜ ରକ୍ତ ସମ୍ପର୍କୀୟ ଜେଜେ…

ରାଜଧାନୀରେ କଙ୍ଗାରୁ କୋର୍ଟ ,ସର୍ବ ସମ୍ମୁଖରେ ଆଣ୍ଠେଇଲେ ବାପ-ପୁଅ

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ I ସର୍ବସମ୍ମୁଖରେ କାନ ଧରି ଆଣ୍ଠେଇଲେ ବାପା ଓ ଦୁଇ ପୁଅ I ଘଟଣା ଘଟିଛି ଭୁବନେଶ୍ୱର ବରମୁଣ୍ଡା ଗାଁ ରେ ଇ ଏହି ଅମାନବୀୟ ଘଟଣାରେ ଅପମାନିତ ବୋଧ କରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ…

ମାଲିକଙ୍କୁ ହତ୍ୟା କରି ଘରେ କଳାକନା ବୁଲାଇଲେ ଡକାୟତ

ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ସଶସ୍ତ୍ର ଡକାୟତି I ଡ଼କାୟତଙ୍କ ଆକ୍ରମଣରେ ଗୃହସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ,ତାଙ୍କ ପତ୍ନୀ ଗୁରୁତ୍ତର ହୋଇ କଟକ ବଡ଼ମେଡିକାଲ ରେ ଚିକିତ୍ସିତ…

କେ-ଡ୍ରାମା ଦେଖିବାରୁ ୨ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ସିଓଲ : ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କ ଆଉ ଏକ ବର୍ବର କାରନାମା I ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଉତ୍ତର କୋରିଆର ୨ଜଣ ୧୬-୧୭ ବର୍ଷର ହାଇସ୍କୁଲ ପିଲାଙ୍କୁ ସର୍ବ ସମ୍ମୁଖରେ…

ବ୍ୟାଙ୍କରେ ନକଲି ସୁନାଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୮

ସୋନପୁର :ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୭ ଅଭିଯୁକ୍ତ I ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୁନା ବଦଳରେ ପିତ୍ତଳ ବନ୍ଧାରଖି ଆଣିଥିଲେ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା I ଏହି ଘଟଣାରେ ୧୦…

ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର

ବ୍ରହ୍ମପୁର : ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର I ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି…