ଅପରାଧ ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା Dec 6, 2022 ଭୁବନେଶ୍ୱର : ପୁଣି ଥରେ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ I ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା I ମାତ୍ର ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ।…
ଅପରାଧ ‘ସମସ୍ତ ଘଟଣାର ସିବିଆଇ ତଦନ୍ତ ହେଉ’: ଅର୍ଚ୍ଚନା ନାଗ Dec 5, 2022 ଭୁବନେଶ୍ୱର : ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜରହୋଇଛନ୍ତି ଅର୍ଚ୍ଚନା ନାଗ I ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ବିଷ ଉଦ୍ଗାରିଛନ୍ତି ଅର୍ଚ୍ଚନା I ଘଟଣାର ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି…
ଅପରାଧ ବସ୍ ଷ୍ଟାଣ୍ଡରେ ଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୬ ମୃତ, ୧୨ ଆହତ Dec 5, 2022 ରତଲାମ: ରବିବାର ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଫଳରେ ୬ ଜଣଙ୍କର ମୃତ୍ୟୁ ହେବ ସହିତ ୧୨ ଜଣ ଆହତ…
ଅପରାଧ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି Dec 5, 2022 ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି I ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବା ପାଇଁ ୨୫ହଜାର ଟଙ୍କା ଲାଂଚ ନେଉଥିଲେ ଆଇଆଇସି ଆଲୋକ କୁମାର ବେହେରା I ଆଜି…
ଅପରାଧ ୨ୟ ଥର ଇଡି ହାଜର ହେଲେ ଶିବପ୍ରସାଦ Dec 3, 2022 ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କୁ ଘାଣ୍ଟୁଛି ଇଡି I ୨ୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେ ହୋଟେଲ ବ୍ୟବସାୟୀ ଶିବପ୍ରସାଦ I ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅଶୋକ ନଗର…
ଅପରାଧ ସିଦ୍ଧୁ ସୁସେଓ୍ଵାଲା ହତ୍ୟାକାଣ୍ଡ ,କାଲିଫୋର୍ଣ୍ଣିଆରୁ ଧରାପଡିଲା ମାଷ୍ଟରମାଇଣ୍ଡ ଗୋଲ୍ଡି ବରାଡ଼ Dec 2, 2022 ନୂଆଦିଲ୍ଲୀ : ଧରାପଡିଲା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର I ତାଙ୍କୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି। ଭାରତର ଗୁଇନ୍ଦା ଏଜେନ୍ସି ସୂତ୍ରରୁ ଏହି ସୂଚନା ମିଳିଛି। ଭାରତର ସୁରକ୍ଷା…
ଅପରାଧ ଅର୍ଚ୍ଚନା ନାଗ ମାମଲା:ଇଡି ରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ Dec 1, 2022 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବେଆଇନ ଅର୍ଥ ଶୋଷଣ କାରବାରରେ ଇଡି ରେ ହାଜର ହେଲେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ I ସମନ ପାଇବା ପରେ ଆଜି ଇଡି କାର୍ଯ୍ୟାଳୟରେ ପହଂଚିଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ…
ଅପରାଧ ଆଇଏଏସ୍ ବିନୋଦ କୁମାର ଙ୍କ ସହ ୬ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ Dec 1, 2022 ଭୁବନେଶ୍ୱର : ଭୁବନେଶ୍ୱର : ORHDC ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ଭୌମିକ ବିଲଡର ଲୋନ ଦୁର୍ନୀତି ମାମଲାରେ ତତ୍କାଳୀନ IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ପ୍ରମାଣିତ କରିଛନ୍ତି କୋର୍ଟ । ଏହି ମାମଲାରେ…
ଅପରାଧ ଶ୍ରଦ୍ଧା ମର୍ଡର ପାର୍ଟ-୨, ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ Nov 28, 2022 ନୂଆଦିଲ୍ଲୀ : ଦିଲ୍ଲୀ ରେ ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତି I ଦିଲ୍ଲୀ ସ୍ଥିତ ତ୍ରିଲୋକପୁରୀର ପାଣ୍ଡବ ନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ମୁଣ୍ଡ, ହାତ ଏବଂ ପାଦ ଇତ୍ୟାଦି ଅଙ୍ଗ ଉଦ୍ଧାର…
ଅପରାଧ ଅର୍ଚ୍ଚନା ନାଗ ମାମଲା, ଇଡ଼ିରେ ହାଜର ହେଲେ କାର ସୋ’ରୁମ ମାଲିକ Nov 24, 2022 ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ଇଡ଼ିରେ ହାଜର ହେଲେ କାର ସୋ'ରୁମ ମାଲିକ I ଗୁରୁବାର ଦିନ ଇଡିରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା । ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାରକୁ ନେଇ ପଚରାଉଚରା ଚାଲିଥିବା ସୂଚନା ।…