ଅପରାଧ ଆଜି ଇଡ଼ିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା Nov 22, 2022 ଭୁବନେଶ୍ୱର : ଆଜି ଦିନ ୨ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା I ଅର୍ଚ୍ଚନା ନାଗ ମାମଲାରେ ପ୍ରଭୁରୁ ଇଡି ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ପହଞ୍ଚି ପାରିନଥିଲେ ବୋଲି ସୂଚନା…
ଅପରାଧ ନାଗଫାଶରେ ଫସିଛନ୍ତି କେଉଁ କେଉଁ ବଡ଼ ମୁଣ୍ଡ ,ଗୁମର ଖୋଲିବ ଇଡି Nov 22, 2022 ଭୁବନେଶ୍ୱର : ନାଗଫାଶର ଗୁମର ଖୋଲୁଛି ଇଡି I ଅର୍ଚ୍ଚନାର ଅନ୍ୟତମ ସହଯୋଗୀ ତଥା ବିଜିନେସ ପାର୍ଟନର ଖଗେଶ୍ୱର ପାତ୍ର କୁ ଇଡି ରିମାଣ୍ଡ ରେ ନେଇ ବହୁ ତଥ୍ୟ ହାସଲ କରିଛି I ଏହି ସମୟରେ ଖଗେଶ୍ୱର ପାତ୍ର କିଛି ନେତା ଓ…
ଅପରାଧ ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତ୍ତି, ପ୍ରେମିକାକୁ ୬ ଖଣ୍ଡ କଲା ପ୍ରେମିକ Nov 21, 2022 ଉତ୍ତରପ୍ରଦେଶ : ସାରା ଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଣି ଆଉ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି I ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜ ରେ ରଖିଥିଲା ଆଫତାବ । ସେହିପରି ଉତ୍ତର…
ଅପରାଧ ଖୋଲୁଛି ନାଗ ପେଡି ର ଗୁମର Nov 19, 2022 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ସମ୍ପର୍କରେ ପ୍ରତିଦିନ ନୁନା ନୂଆ ତଥ୍ୟ ସାମ୍ନାକୁ ଆସୁଛି I ନାଗ ଦମ୍ପତି ବନ୍ଧା ହେବ ପରେ ତାଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଖଗେଶ୍ୱର ପାତ୍ର କୁ ଗିରଫ କରିଛି…
ଅପରାଧ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ Nov 9, 2022 ମୁମ୍ବାଇ : ପାତ୍ରIଚୋୖଲ ଅର୍ଥ ମାମଲାରେ ଫସିଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ I ବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର…
ଅପରାଧ ମା’ ନା ପିଶାଚୀ ,୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି କଲା ହତ୍ୟା Nov 9, 2022 ମହାରାଷ୍ଟ୍ର : ମହାରାଷ୍ଟ୍ରର ଆକୋଲାରେ ଘଟିଛି ଏକ ମର୍ମସ୍ପର୍ଶୀ ଘଟଣା I ଜଣେ ମା' ପିଶାଚୀ ସାଜି ନିଜ ୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି ହତ୍ୟା କରିଛି I ଜନ୍ମରୁ ପିଲାଟି ଅସୁସ୍ଥ ଥିବାରୁ,ଏଥିରେ ଅତିଷ୍ଠ ହୋଇ ମା' ଜଣକ…
ଅପରାଧ ବେନାମୀ ଚିଠି ଖୋଲିଲା ମୃତ୍ୟୁ ରହସ୍ୟ,୧୦ ମାସ ଧରି ନିଖୋଜ ଥିଲେ ଛାତ୍ରୀ Nov 9, 2022 ନୂଆପଡା : ନିଖୋଜ ହେବାର ୧୦ ମାସ ପରେ ଘରକୁ ଆସିଲା ଏକ ବେନାମୀ ଚିଠି I ପରିବାର ଲୋକେ ଚିଠି ପଢି ହୋଇଗଲେ ହତବାକ I ଚିଠିର ସୂଚନା ମୁତାବକ ୧୦ ମାସ ପୂର୍ବରୁ ତାଙ୍କ କଲେଜ ପଢୁଆ ଝିଅକୁ ହତ୍ୟା କରି ନିକଟସ୍ଥ ଧାନ ବିଲରେ ପୋତି…
ଅପରାଧ ଥାନାରେ ଏତଲା ଦେବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା Oct 27, 2022 କବିସୂର୍ଯ୍ୟନଗର : ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗରରେ ଘଟିଯାଇଛି ଏକ ଅଭବନୀୟ ଘଟଣା I ସ୍ୱାମୀଙ୍କ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାରେ ଏତଲା ଦେବାରୁ ,ତାଙ୍କୁ ଘରେ ପଶି ପିଟି ପିଟି ହତ୍ୟା କରାଯାଇଛି I ମହିଳା ଜଣକ…
ଅପରାଧ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା: ଅଭିଯୁକ୍ତ ଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ Oct 12, 2022 ଭଦ୍ରକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ I ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଏହି ୬ ଜଣ ବାରିପଦା ଜେଲରେ ଅଛନ୍ତି I ୧୨ ତାରିଖରେ ସେମାନଙ୍କୁ…
ଅପରାଧ ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଜଣେ ଗିରଫ Sep 28, 2022 ଭୁବନେଶ୍ୱର : ରାଜଧାନୀରୁ ଥମୁନି ନିଶା କାରବାର I ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା- ଜଟଣୀ ରାସ୍ତାରୁ ପ୍ରାୟ ଏକ କେଜି ୫୦ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ I ଜବତ…