ଇଡି ନଜର ରେ ମୁଖତାର ଆନସାରୀ ,ଦିଲ୍ଲୀ-ଲକ୍ଷ୍ନୌ ସମେତ ୧୧ ସ୍ଥାନରେ ଚଢ଼ାଉ ଜାରି
ଉତ୍ତରପ୍ରଦେଶ :ଇଡି ନଜରରେ ଉତ୍ତରପ୍ରଦେଶ ର ବାହୁବଳୀ ନେତା ମୁଖତାର ଆନସାରୀ I ମନି ଲଣ୍ଡ୍ରି ମାମଲାରେ ଜେଲ ରେ ବନ୍ଦ ଥିବା ଆନସାରୀ ର ଦିଲ୍ଲୀ ,ଲକ୍ଷ୍ନୌ,ମୋୖ ସମେତ ୧୧ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇଡି I ଏହା ସହିତ…