ଦେଶ- ବିଦେଶ ମିସ୍ ୟୁନିଭର୍ସ ହେଲେ ହରନାଜ୍ କୌର ସିନ୍ଧୁ Dec 13, 2021 ନୂଆଦିଲ୍ଲୀ: ଡିସେମ୍ବର ୧୩: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍। ମିସ୍ ୟୁନିଭର୍ସ ୨୦୨୧ର କ୍ରାଉନ୍ ପିନ୍ଧିଲେ ହରନାଜ୍ କୌର। ଇସ୍ରାଏଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତର ହରନାଜ ୭୦ ତମ…