ଭୁବନେଶ୍ୱର ରେ ୨୧୫ ଏବଂ କଟକ ରେ ୪୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଜୁଲାଇ ୨୮: ୨୪ ଘଂଟାରେ ଭୁବନେଶ୍ୱର ୨୧୫ ଜଣ ଏବଂ କଟକ ରେ ୪୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୨୧୫ କେଶ ମଧ୍ୟରୁ, ୧୫୦ ଟି Quarantine Case ଏବଂ ୬୫ ଟି Local…