ଓଡ଼ିଶା ଦିନଟେ ବଢ଼ିଲା ବାଲିଯାତ୍ରା Nov 15, 2022 କଟକ: କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା କରାଯାଇଛି । ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟୀରେ ରଖାଯାଇ ଐତିହାସିକ କଟକ ବାଲିଯାତ୍ରା ଗୋଟିଏ…
ଓଡ଼ିଶା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ Oct 10, 2022 କଟକ: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଅପିଲ୍ ଦାୟର ହୋଇଥିଲା । ଆଜି ଏହି ଅପିଲ୍କୁ ବିଚାର କରି ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ଜାମିନ୍…
ଅପରାଧ ରୁପା ଇଟା ଓ ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଜବତ, ଦୁଇ ଗିରଫ Sep 22, 2022 କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରୂପା ଇଟା ଓ ଅଳଙ୍କାରଗୁଡ଼ିକ ଚୋରା ଚାଲଣ ହେଉଥିଲା ବେଳେ ହାତରେ ଲାଗିଛି ଅବକାରୀ ବିଭାଗର ଅଧିକାରୀଙ୍କର । ପୋଲିସ ସୂଚନା ଅନୁସାରେ, କଟକରୁ…
ଖେଳ ବାରବାଟୀ ଟି-୨୦: ସରିଲା କାଉଣ୍ଟରରେ ଟିକେଟ ବିକି୍ର Jun 10, 2022 ଭୁବନେଶ୍ୱର : ଭାରତ-ଦ.ଆଫି୍ରକା ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ନିମନ୍ତେ ପ୍ରସ୍ତୁତି ପର୍ବ ଶେଷ ହୋଇଥିବାବେଳେ ଗୁରୁବାର ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ କାଉଣ୍ଟର…
ଓଡ଼ିଶା ବାରବାଟୀ ଷ୍ଟାଡିୟମ୍ରେ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆୟୋଜନ ବନ୍ଦ ମାମଲା ଖାରଜ Jun 7, 2022 କଟକ:ଜୁନ୍ ୦୭: କ୍ରିକେଟ୍ପ୍ରେୀଙ୍କ ପାଇଁ ଖୁସିର ଖବର ଶୁଣାଇନ୍ତି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ । ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା,…
ଅପରାଧ ମାହାଙ୍ଗା ହତ୍ୟାକାଣ୍ଡ: ଅଭିୟୁକ୍ତର କୋର୍ଟ ଚାଲଣ,ବ୍ୟବଚ୍ଛେଦ ପରେ ଗାଁକୁ ଫେରିଲାନି ଶବ Apr 14, 2022 କଟକ: ଏପ୍ରିଲ ୧୪: ଗତକାଲି ମାହାଙ୍ଗର କୁସୁମପୁରରେ ଘଟିଥିବ ଲୋମ ଟାଙ୍କୁରା ଗଣହତ୍ୟା ଘଟଣାର ୪୮ ଘଣ୍ଟା ପୂରିଗଲା । ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ଉଠାଇପାରୁ ନାହିଁ ପୋଲିସ । ଅପର ପକ୍ଷରେ, ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ…
ଓଡ଼ିଶା ଶପଥ ନେଲେ ହାଇକୋର୍ଟର ୩ ବିଚାରପତି Feb 14, 2022 କଟକ: ଫେବୃଆରୀ ୧୪ : ଆଜି ଓଡ଼ିଶା ହାଇକୋର୍ଟରେ ନୂଆ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ-ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି…