୨୪ ଘଣ୍ଟାରେ ଦେଶରେ ୧୬, ୩୨୬ କରୋନା ସଂକ୍ରମିତ ଏବଂ ୧୭, ୬୭୭ ସୁସ୍ଥ
ଦିଲ୍ଲୀ: ଅକ୍ଟୋବର ୨୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬, ୩୨୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୭, ୬୭୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି,…