ଜୀବନଚର୍ଯ୍ୟା ସ୍ୱାସ୍ଥ୍ୟକୁ ନଷ୍ଟ କରେ ଆମର କିଛି ଦୈନନ୍ଦିନ କୁଅଭ୍ୟାସ Aug 9, 2021 ଭୁବନେଶ୍ୱର: ଅଗଷ୍ଟ ୯: ଆଧୁନିକ ଜୀବନଶୈଳୀରେ ଆମର କେତେ ନିତିଦିନିଆ ଅଭ୍ୟାସ ରହିଛି, ଯାହାକୁ ଆମେ ପ୍ରାୟତଃ କାର୍ଯ୍ୟକାରୀ କରୁଥାଉ । କିନ୍ତୁ ଆମେ ଜାଣିନଥାଉ ଯେ ଆମର ଏପରି କିଛି ଅଭ୍ୟାସ ଆମ ଅଜାଣତରେ ଆମ ଶରୀରକୁ ସୁଫଳ ଦେବା…