ପେଡିକେୟାର୍ କରିବା ପଡ଼ିଲା ମହାଙ୍ଗା: ସଂକ୍ରମଣ କାରଣରୁ କାଟିବାକୁ ପଡ଼ିଲା ଗୋଡ଼
ଫ୍ଲୋରିଡା: ଫ୍ଲୋରିଡାର ଜଣେ ମହିଳାଙ୍କୁ ପେଡିକେୟାର୍ କରିବା ପଡ଼ିଲା ମହଙ୍ଗା । ସଂକ୍ରମଣ କାରଣରୁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଲା । ଘଟଣାଟି କୋର୍ଟକୁ ଯିବା ପରେ ପେଡିକେୟାର୍ କରିଥିବା ପାର୍ଲର ମହିଳାଙ୍କୁ କ୍ଷତିପୂରଣ ଦେଇଛି…