ଓଡ଼ିଶା ସ୍ନାନ ଯାତ୍ରା ବୈଠକ; ନିଯୋଗ କହୁଛି ୧୫୦ ଦଇତା ସେବକଙ୍କୁ ଅନୁମତି ଦିଅ May 25, 2020 Edited by Papu Mohanty ଭୁବନେଶ୍ୱର :ମେ ୨୫: ଜୁନ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦେବା ପାଇଁ ଦଇତାପତି ନିଯୋଗ ଦାବି କରିଛି। ଏସମ୍ପର୍କରେ ଆଜି…