Browsing Tag

Deepavali News

ଦୀପାବଳି ସୁରକ୍ଷାକୁ ନେଇ କିଛି ଜାଣିବା କଥା

ଆଲୋକର ପର୍ବ ଦୀପାବଳୀରେ ପ୍ରତ୍ୟେକଙ୍କ ଘର ଆଲୋକମୟ ହୋଇଉଠେ । ଘରେ ଘରେ ପିଠାପଣାର ଆସର ଜମେ । ଦୀପ ଓ ବାଣରେ ପରିବେଶ ଆଲୋକିତ ହୁଏ । ଏହାରି ମଧ୍ୟରେ ପରିବାର ଲୋକଙ୍କ ନିରାପତ୍ତା ଓ ଛୋଟ ପିଲାଙ୍କୁ ବାଣ ପ୍ରତି ଦୂରେଇ ରଖିବା…

ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି: ୭୫ ହଜାର ଯୁବାଙ୍କୁ ଦେବେ ନିଯୁକ୍ତି

ଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବାମାନଙ୍କୁî ଭେଟି ଦେବେ । ଦେଶର ୭୫,୦୦୦ ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀ ନିଯକ୍ତିର ସୁଯୋଗ ଦେବେ । ଏଥିପାଇଁ ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌…

ବାଣ ଉତ୍ପାଦନରେ ଭାରତ ସ୍ଥାନ ଦ୍ୱିତୀୟ

ଦିଲ୍ଲୀ: ସମଗ୍ର ବିଶ୍ୱରେ ବାଣ ଉତ୍ପାଦନରେ ଚୀନ୍‌ ପ୍ରଥମ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ତାମିଲନାଡୁର ସିଭାକାଶୀ ଅଗ୍ନି ନିର୍ବାପକ ଉତ୍ପାଦନର ଗଡ଼ ଭାବରେ ପରିଚିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଦୀପାବଳି ଦିନ ସୂର୍ଯେ୍ୟାପରାଗ, ଜାଣନ୍ତୁ କେତେବେଳେ ପାକତ୍ୟାଗ

ଏବର୍ଷ ଦୀପାବଳି ଦିନ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯେ୍ୟାପରାଗ ପଡ଼ୁଛି । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ରହିଛି ଓ ସର୍ବମୋକ୍ଷ ହେବ…

ସବୁଜ ବାଣ କ’ଣ? ଏହାକୁ ନେଇ କିଛି ନିୟମ

ଗତବର୍ଷ କରୋନା ମହାମାରୀ ଓ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିକୋର୍ଟ ଘରେ ଘରେ ସବୁଜ ବରାଣ (ଗ୍ରୀନ୍‌ କ୍ରାକର୍‌) ଫୁଟାଇବାକୁ ଅନୁମତି ଦେଇଥିଲେ । ସବୁଜ ବାଣରୁ କମ୍‌ ପ୍ରଦୂଷଣ ନିର୍ଗତ କରୁଥିବାରୁ ଏହାକୁ ନେଇ…

ରେଳ କର୍ମଚାରୀଙ୍କୁ ଦୀପାବଳୀ ଭେଟି,୭୮ଦିନର ବେତନ ସହ ସମାନ ପିଏଲବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ…

ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ କିସାନ ନିଧି କିସ୍ତି, କୃଷକଙ୍କ ଖାତାରେ ପଠାଯିବ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କୃଷକଙ୍କୁ ପିଏମ୍‌ କିସାନ ସମ୍ମାନ ନିଧିର ୧୨ ତମ କିସ୍ତି ମିଳିବା ନେଇ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଅକ୍‌ଟୋବରରେ ପୁସା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ…