ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତରେ ଯୋଗ ଦେବେ ଇଜିପଫର୍ ରାଷ୍ଟ୍ରପତି
ଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ହେବାକୁ ଥିବା ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିବା ହେବା ପାଇଁ ଭାରତ ଇଜିପଫର ରାଷ୍ଟ୍ରପତି ଅବ୍ଦୁଲ୍ ଫତା ଅଲ୍-ସିସିଙ୍କୁ ନିମନ୍ତ୍ରଣ କରିଛି । କାଇରୋ ସହିତ ରାଜନୈତିକ…