ଓଡ଼ିଶା ମାଙ୍କଡ଼ ଆତଙ୍କ; ଅନେକ ବ୍ୟକ୍ତି ଲହୁ ଲୁହାଣ Jul 25, 2021 କଣାସ(ସବ୍ୟୁ): ଜୁଲାଇ ୨୫: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ମାଙ୍କଡ଼ ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେବ ମାଙ୍କଡ଼ ମାନେ କଣାସ ଅଞ୍ଚଳ ଛାଡୁନାହାନ୍ତି। ଯାହା ଫଳରେ ଲୋକମାନେ ଘରୁ ବାହାରୁନାହାନ୍ତି। ଏହି ଆତଙ୍କ…