୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍ର ଜାତୀୟ ମୁଖପାତ୍ର
ଦିଲ୍ଲୀ: ଆମ୍ ଆଦମୀ ଦଳର କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ବଡ଼ ଅଫର ଦିଆଯାଉଛି । ଯଦି ଅଫର୍ ଗ୍ରହଣ ନ କରିବ ତେବେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମଧ୍ୟ ମିଳୁଛି ବୋଲି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି ଆପ୍…