ଦେଶ- ବିଦେଶ ଆରବିଆଇ ଆରମ୍ଭ କରିବ ଡିଜିଟାଲ କରୋନ୍ସି Feb 1, 2022 ଦିଲ୍ଲୀ: ଫେବୃଆରୀ ୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ଆରବିଆଇ ଦେଶରେ ଡିଜିଟାଲ କରେନ୍ସି ପ୍ରଚଳନ କରିବ ବୋଲି ଅର୍ଥମନ୍ତ୍ରୀ…