ଓଡ଼ିଶା ରାଜ୍ୟରେ ୧୩ ଲକ୍ଷ ଡୋଜ ମହଜୁଦ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ Jul 15, 2022 ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଡୋଜ । ଏନେଇ ପରିବାର କଲ୍ୟାଣ ନିଦ୍ଦେର୍ଶକ ତଥା ଷ୍ଟେଟ ନୋଡାଲ ହେଡ୍ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି…