ଦେଶ- ବିଦେଶ ଶେଷରେ ଜେଲ୍ରୁ ମୁକୁଳିଲେ ଆର୍ଯ୍ୟନ Oct 30, 2021 ମୁମ୍ବାଇ: ଅକ୍ଟୋବର ୩୦: ଦୀର୍ଘ ୪ ସପ୍ତାହ ଧରି ଜେଲ୍ରେ ରହିବା ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଶେଷରେ ମୁକୁଳିଛନ୍ତି । ପୁଅକୁ ଆଣିବା ପାଇଁ ଶାହରୁଖ ନିଜେ ଆର୍ଥର ରୋଡ୍ ଜେଲକୁ ଯାଇଥିଲେ ।…