Browsing Tag

ED

ରାହୁଲଙ୍କ ପରେ ଇଡି କାର୍ଯ୍ୟାଳୟରେ ଏବେ ସୋନିଆଙ୍କ ପାଳି

ନୂଆଦିଲ୍ଲୀ: ଜୁଲାଇ ୧୨: ଗାନ୍ଧୀ ପରିବାର ପଛରେ ଫୁଲ ଦମରେ ଲାଗି ପଡିଛି ଇଡି । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲï ସହ ଜଡିତ ମନି…

ପ୍ରେମିକ ସୁକେଶଙ୍କ ମାମଲାରେ ପୁଣି ଫସିଲେ ଜ୍ୟାକଲିନେ୍‌

ନୂଆଦିଲ୍ଲୀ: ଜୁନ ୨୮: ଠକ୍‌ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଉପରେ ପୁଣି ସମସ୍ୟା । ତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକେଫାରେଟ ମନି ଲଣ୍ଡରିଂ ମାମଲାରେ ପୁଣି ଥରେ ଜେରା କରିଛି । ଏହା ପୂର୍ବରୁ ମଧ୍ୟ…

ରାହୁଲଙ୍କ ଇଡିରେ ହାଜର ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜୁନ ୨୦: ଇଡି କାର୍ଯ୍ୟାଳୟରେ ପହଁଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଚତୁର୍ଥ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର…

ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜୁନ ୧୩: ନ୍ୟାସନାଲ ହେରାଲï ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ନିଜର…

ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍‌ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ…

୮୦୦ କୋଟି ବିଦେଶୀ ଧନ ଗଚ୍ଛିତ କରି ଫସିଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ଜୁନ ୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲଙ୍କ ବିରୋଧରେ ୨୦୧୬ କଳାଧନ…

ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡିର ଚଢାଉ

ଦିଲ୍ଲୀ: ଜୁନ ୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଚଢ଼ଉ । କୋଲକାତା କଂପାନିରେ ସତ୍ୟେନ୍ଦ୍ରଙ୍କ ଅର୍ଥ ନିବେଶ ଘଟଣାରେ ଇଡି ଚଢ଼ଉ କରିଛି । ଇଡିର ସୂଚନା ଅନୁସାରେ,…

ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି

ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍‌ ହେରାଲଡ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨…

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି

ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ…

ଜୈନଙ୍କ ଗିରଫ ପରେ ମୁହଁ ଖୋଲିଲେ କେଜରିୱାଲ

ନୂଆଦିଲ୍ଲୀ: ମଇ ୩୧: ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ମାମଲକୁ ନକଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ…