ଦ୍ୱିତୀୟ ଥର ଜେରା ପାଇଁ ସୋନିଆଙ୍କୁ ଡାକିଲା ଇଡି : ରାହୁଲଙ୍କୁ ଅଟକ କଲା ପୋଲିସ
ଦିଲ୍ଳୀ: ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଆଜି ପୁଣି କଂଗ୍ରେସ ପାର୍ଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଡ଼କାଇଛି । ଇଡି ଦ୍ୱିତୀୟ ଥର ଜେରା ପାଇଁ ଡାକିଥିବାରୁ କଂଗ୍ରେସ କର୍ମୀମାନେ ଏହାକୁ…