Browsing Tag

ED

୫,୦୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଧରିଲା ଇଡି

ନୂଆଦିଲ୍ଲୀ: ଅପ୍ରେଲ ୨୬: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି…

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସାନି ସମନ

ପଶ୍ଚିମବଙ୍ଗ: ମାର୍ଚ୍ଚ ୨୨: କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ତଥା ମନି ଲଣ୍ଡରିଂ ମାମଲାରେ ଅଭିଷେକ…

ସରକାରୀ ସାକ୍ଷୀ ହେବେ ନୋରା ଫତେହି

ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର…

ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ

ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍…

ବିମ।ନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟ।କଲିନ ଫର୍ଣ୍ଣ।ଣ୍ଡିଜ୍

ମୁମ୍ବ।ଇ: ଡିସେମ୍ବର ୬: ମୁମ୍ବ।ଇ ବିମ।ନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟ।କଲିନ ଫର୍ଣ୍ଣ।ଣ୍ଡିଜ୍ ।ସେ ଦୁବାଇର ଏକ ସୋ ରେ ଯୋଗ ଦେବାକୁ ଯାଉଥିବାବେଳେ ସେଠାରେ ତ।ଙ୍କୁ ଅଟକ ରଖିଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ସୁକେଶ…

‘ଫ୍ଲିପ୍‌କାର୍ଟ’କୁ ନୋଟିସ୍‌ ପଠାଇଲା ଇଡି

ଭୁବନେଶ୍ୱର: ଅଗଷ୍ଟ ୫: ବୈଦେଶିକ ମୁଦ୍ରା ଉଲଘଂନ ଓ ଭାରତୀୟ ଆଇନ୍‌କୁ ନମାନିବା ମାମଲାରେ ଇଡି(ଏନ୍‌ଫୋର୍ସମେଣ୍ଟ ଡାଇରୋକେଫାରେଟ୍‌) ଫ୍ଲିଫ୍‌କାର୍ଟର ପ୍ରତିଷ୍ଠାତାଙ୍କ ସମେତ ଅନ୍ୟ ୯ଜଣଙ୍କୁ ଆଜି ନୋଟିସ୍‌ ପଠାଇଛି । ତେବେ…

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା…

ମୁମ୍ବାଇ : ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ'…