ଅପରାଧ ପାଠ ନ ପଢିବାରୁ ବଡ଼ଭାଇ ମାଡ଼ରେ ସାନଭାଇର ମୃତ୍ୟୁ Sep 20, 2022 ଭୁବନେଶ୍ୱର : ନୟାପଲ୍ଲୀ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା I ପାଠ ନପଢିବାରୁ ସାନଭାଇ କୁ ତାଗିଦ କରିବାକୁ ଯାଇ ବଡ଼ଭାଇ ମାଡ଼ ମାରିଥିଲା I ଏଥିରେ ସାନଭାଇର ମୃତ୍ୟୁ ଘଟିଛି I ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ୩୦୨ ଦଫାରେ…