ଖେଳ ଫିଫା ଫୁଟବଲ ବିଶ୍ୱକପ୍: େୱଲ୍ସକୁ ମାତ ଦେଲା ଇରାନ Nov 26, 2022 ଦୋହା : ଫିଫା ଫୁଟବଲ ବିଶ୍ୱକପ୍ରେ ଏସୀୟ ରାଷ୍ଟ୍ର ଗୁଡିକର ଜମାଣିଆ ପ୍ରଦର୍ଶନ ଜାରି ରହିଛି । ଦୁଇଥର ବିଜେତା ଆଜେଣ୍ଟିନାକୁ ସାଉଦିଆରବ ଓ ପରେ ପରେ ଜର୍ମାନୀକୁ ଜାପାନ ଧରାଶାୟୀ କରିଥିଲା । ଏହି ତାଲିକାରେ ସାମିଲ ହୋଇଛି…