ମନୋରଞ୍ଜନ ଭବିଷ୍ୟତକୁ ଦେଖାଇବ ଗଣପତ Aug 12, 2022 ଆକ୍ସନ ହିରୋ ଟାଇଗର ଶ୍ରଫ୍ ଏବେ ଇଂଲଣ୍ଡରେ ଅଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ଗଣପତର ସୁଟିଂରେ ବ୍ୟସ୍ତ ଅଛନ୍ତି । ୭୦ ଦିନ ଧରି ସୁଟିଂ ହେବାକୁ ଥିବା ତାଙ୍କ କ୍ୟାରିଅରର ଏହା ସବୁଠାରୁ ଲମ୍ବା ଫିଲ୍ମ ହୋଇଛି । ଏହା ପୂର୍ବରୁ…
ମନୋରଞ୍ଜନ ଫେରିବ ବଲିଉଡ କ୍ରେଜ୍ Aug 3, 2022 ମୁମ୍ବାଇ: ଗତ କିଛି ଦିନ ହେବ ସାଉଥ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ୍ର ତୁଳନା ଜାରି ରହିଛି । ଅନେକ ସ୍ଥାନରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି, ଯେଉଁଥିରେ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଭାଗ ନେଉଛନ୍ତି ।…
ମନୋରଞ୍ଜନ ବର୍ଷାରେ ନାଚିଲେ ଉର୍ବଶୀ Jul 5, 2022 ଧାରାବାହିକ କସୌଟି ଜିନ୍ଦେଗୀରେ କମୋଲିକାଙ୍କ ଭୂମିକା କାହାକୁ ବା ଅଛପା । କେଶରେ ଅଙ୍ଗୁଳି ଘୁରାଇ ଘୁରାଇ ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ ସର୍ବଦା ସମସ୍ୟା ସୃଷ୍ଟି କରୁଥିବା କମୋଲିକା ଓରଫ ଉର୍ବଶୀ ଢୋଲକିଆଙ୍କୁ ଗତ କିଛି ସମୟ…
ମନୋରଞ୍ଜନ ପୁଣି ଥରେ ଅକ୍ଷୟ-ପରୀ ଯୋଡ଼ି Jun 29, 2022 ଖିଲାଡ଼ୀ ଷ୍ଟାର ଅକ୍ଷୟ କୁମାର ଏବଂ ସୁନ୍ଦରୀ ନାୟିକା ପରିଣୀତି ଚୋପ୍ରା ଖୁବଶୀଘ୍ର ତାଙ୍କର ଆଗାମୀ ପ୍ରୋଜେକଫ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନାମ ରହିଛି ‘କ୍ୟାପସୁଲ୍ ଗିଲ୍’ । ଫିଲ୍ମଟି ୧୯୮୯ର ରାନୀଗଞ୍ଜ କୋଇଲା…
ମନୋରଞ୍ଜନ ‘ଦ ଲିଜେଣ୍ଡ’ରେ ଉର୍ବଶୀ Jun 25, 2022 ବଲିଉଡ୍ର ସୁନ୍ଦରୀ ନାୟିକା ଉର୍ବଶୀ ରୌତଲା ସର୍ବଦା ନିଜର ଗ୍ଲାମରସ୍ ଲୁକ୍ ଓ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ବର୍ତ୍ତମାନ ଅଭିନେତ୍ରୀ ଉର୍ବଶୀ ତାଙ୍କ ତାମିଲ ଫିଲ୍ମକୁ ନେଇ ଉଭୟ ବଲିଉଡ୍ ଏବଂ…
ମନୋରଞ୍ଜନ ଲାଇମଲାଇଟ୍କୁ ଆସିଲେ ପ୍ରାଚୀ Jun 21, 2022 ମୁମ୍ବାଇ: ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଖୁବଶୀଘ୍ର ବଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ନାଗା ଚୈତନ୍ୟଙ୍କ ନାମ ସାଉଥ୍ର ବଡ଼ ବଡ଼ ଅଭିନେତାଙ୍କ ମଧ୍ୟରେ ନିଆଯାଇଥାଏ । ଅଭିନେତା ନାଗା ଆମିର ଖାନଙ୍କ ଫିଲ୍ମ ‘ଲାଲ୍…
ମନୋରଞ୍ଜନ ଷ୍ଟାରକିଡ୍ ହୋଇ ମଧ୍ୟ ସଂଘର୍ଷ Jun 18, 2022 ମୁମ୍ବାଇ: ବଲିଉଡ୍ରେ ନେପୋଟିଜମ୍ ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚା ଓ ଆଲୋଚନା ଜାରି ରହୁଛି । ଷ୍ଟାରକିଡ୍ ଏବଂ ଆଉଟସାଇଡର୍ସଙ୍କ ଭିତରେ ବିବାଦ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତେ ଏହି ପ୍ରସଙ୍ଗ ଉପରେ ନିଜ ପକ୍ଷ…
ମନୋରଞ୍ଜନ ‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍ Jun 15, 2022 ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍କୁ ରିଲିଜ୍ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍ର ନାମୀଦାମୀ କଳାକାର ଯଥା ରଣବୀର କପୁର,…
ମନୋରଞ୍ଜନ ଭଂସାଲୀଙ୍କ ଫିଲ୍ମରେ ରାଣୀ ହେବାକୁ ମନ Jun 7, 2022 ମୁମ୍ବାଇ: ସାରା ଅଲ୍ଲୀ ଖାନ ସର୍ବଦା ତାଙ୍କର ଗ୍ଲାମର ଫଟୋ ଏବଂ ଫିଲ୍ମକୁ ନେଇ ଲାଇମଲାଇଟ୍ରେ ରୁହନ୍ତି । ବେଳେ ବେଳେ ସାରାଙ୍କ ମନ୍ତବ୍ୟକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ସାରା ଏସମୟରେ…
ମନୋରଞ୍ଜନ ଦାଦା-ପୁତୁରାଙ୍କ ଓଟିଟି ଡେବୁ୍ୟ Jun 4, 2022 ସାଉଥ୍ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ରାଣା ଦଗVìବତୀ ଖୁବଶୀଘ୍ର ଏକ େୱବସିରିଜରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ସ୍କ୍ରିନ ସେୟାର କରିବେ ତାଙ୍କ ଦାଦା ତଥା ଅନ୍ୟତମ ସାଉଥ୍ ସୁପରହିରୋ ଭେଙ୍କଟେଶ ଦଗVìବତୀ…