ଦେଶ- ବିଦେଶ ଆଇଡିଇଏ ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବେ ସୁନୀଲ ଆରୋରା Dec 8, 2021 ଦିଲ୍ଲୀ: ଡିସେମ୍ବର ୦୮: ଭାରତର ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଏବଂ ନିର୍ବାଚନ ସହାୟତା ସଂସ୍ଥାନ (ଆଇଡିଇଏ)ର ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି ।…