ଦେଶ- ବିଦେଶ ବିଲକିସ ବାନୋ ମାମଲା, ଗୁଜରାଟ ସରକାରଙ୍କୁ ନୋଟିସ Aug 27, 2022 ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଦଣ୍ଡ ଭୋଗିଥିବା ୧୧ ଦୋଷୀଙ୍କୁ କ୍ଷମା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ଏହି ଆବେଦନର ଶୁଣାଣି…