ନୂଆ କରି ଜିତିଥିବା ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଉପରେ ଟମାଟୋ ମାଡ଼, ସୁରକ୍ଷାକର୍ମୀ ଖୋଲିଲେ ସ୍ୱତନ୍ତ୍ର ଛତା
ନୂଆଦିଲ୍ଲୀ: ଏପ୍ରିଲ ୨୮: ନିକଟରେ ନିର୍ବାଚିତ ହୋଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ ଆଡ଼କୁ ଲକ୍ଷ୍ୟ କରି କେହି ଜଣେ ଟମାଟୋ ଫୋପାଡ଼ିଛନ୍ତି । ତେବେ ଟମାଟୋ ତାଙ୍କ ଉପରେ ପଡ଼ି ନଥିଲେ ମଧ୍ୟ ମୁହଁ ପାଖ…