ଦେଶ- ବିଦେଶ ବିଶାଖାପାଟଣାରେ ବିଶାକ୍ତ ଗ୍ୟାସ୍ ଲିକ୍: ୧୩ ମୃତ, ୩୦୦ରୁ ଅଧିକ ଗୁରୁତର May 7, 2020 Edited by Papu Mohanty ବିଶାଖାପାଟଣା : 07/05: ସଂପ୍ରତି କରୋନା ଭାଇରସକୁ ନେଇ ସମଗ୍ର ଦେଶ ଏକ ଭୟ ଓ ଆତଙ୍କର ବାତାବରଣ ମଧ୍ୟଦେଇ ଗତି କରୁଥିବା ବେଳେ ଗୁରୁବାର ପ୍ରତ୍ୟୁଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ…