ମହିଳା ଶିକ୍ଷକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ
ଜୟପୁର: ଅକ୍ଟୋବ ୧୨: ମହିଳା ଶିକ୍ଷକଙ୍କ ଉପରେ ନିଜ ମତ ଦେଇ ବିବାଦ ଘେରରେ ଫସିଛନ୍ତି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସର । ସେ କହିଛନ୍ତି- ଯେଉଁ ସ୍କୁଲରେ ଅଧିକ ମହିଳା ଶିକ୍ଷକ ରହିଛନ୍ତି, ସେଠାରେ ଅଧିକ…