ଜୀବନଚର୍ଯ୍ୟା ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର Jan 21, 2022 ଶୀତଦିନରେ ଉଭୟ ପୁରୁଷ ଏବଂ ମହିଳାଙ୍କ କେଶ ଝଡ଼ିଥାଏ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଶୀତଦିନରେ ଅଧିକ କେଶ ଝଡ଼ିଥାଏ । ଏହା ସହିତ କେଶ ରୁକ୍ଷ ଏବଂ ଚମକହୀନ ହୋଇଉଠେ । ଡାକ୍ତରଙ୍କ ଅନୁସାରେ, ଶୀତ ଦିନରେ ଥଣ୍ଡା ପବନ…