ବିଶ୍ବ ତାଲିବାନର ନୂଆ ନିୟମ: କେଶ କାଟିବା ଓ ଦାଢ଼ି ଖିଅର ହେବା ଉପରେ ବ୍ୟାନ Sep 27, 2021 କାବୁଲ : ସେପ୍ଟେମ୍ବର ୨୭: ତାଲିବାନ ଧୀରେ ଧୀରେ ସରିୟା ନିମୟ ଆଫଗାନିସ୍ଥାନବାସୀଙ୍କ ଉପରେ ଚଲାଉଥିବା ଦେଖାଯାଉଛି । ନିକଟରେ ତାଲିବାନ ଆଫଗାନର ନାପିତଙ୍କୁ ଏକ ଫରମାନ୍ ଶୁଣାଇଛି । ଫରମାନ୍ ଅନୁସାରେ, ଆଫଗାନର କୌଣସି…