ଜିଲ୍ଲା ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥନିବାସ ଓ କାଫେ ଉଦଘାଟିତ Apr 6, 2022 ଖପ୍ରାଖୋଲ: ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ…