Browsing Tag

health

ନାଜାଲ ଭାକସିନ iNCOVACC ମାତ୍ର ‘୨ ବୁନ୍ଦା’ କରୋନାରୁ କରିବ ରକ୍ଷା

ନୂଆଦିଲ୍ଲୀ : ଚୀନ ରେ ଦ୍ରୁତ ଗତିରେ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟ ବିଏଫ -୭ I ଏହା ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ନଥିଲେ ମଧ୍ୟ ସଂକ୍ରମଣ କୁ ରୋକିବା ପାଇଁ ସତର୍କ ହେଲାଣି ସ୍ୱାସ୍ଥ୍ୟ ବିଭାଗ I…

ସମସ୍ତ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯିବ : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ତତ୍ପର I କୋଭିଡ କୁ ନେଇ ଆତଙ୍କିତ ନ ହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶ ବିଜୟ ମହାପାତ୍ର ଜନସାଧାରଣଙ୍କୁ ଅପିଲ କରିଛନ୍ତି I ରାଜ୍ୟରେ ଗତ ୩ ମାସ…

ରାଜ୍ୟରେ ଖୋଲିବ ଆଉ ୪ଟି ନୂଆ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି…

ସ୍ଥାୟୀ ନିଯୁକ୍ତି ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର ସଂଘ

ଭୁବନେଶ୍ୱର: ଡିସେମ୍ବର ୨୮:ସ୍ଥାୟୀ ନୁଯୁକ୍ତି ଦାବିରେ ପୁଣି ବିକ୍ଷୋଭ। ସ୍ଥ।ୟୀ ନିଯୁକ୍ତି ଦ।ବିରେ ଆଜି ଅଭିନବ ଢ଼ଙ୍ଗରେ ଅନଶନ କରିଛନ୍ତି ଆୟୁଷ ଡ।କ୍ତର । ଆପ୍ରନ ପିନ୍ଧି ଷ୍ଟେଥୋ ପକ।ଇ ଲୋଏର ପିଏଜିରେ ଝ।ଡ଼ୁ ମ।ରିଛନ୍ତି ଆୟୁଷ…