Browsing Tag

health news

ଓଜନ ଅନୁଯାୟୀ ପାଣି ପିଅନ୍ତୁ

ପାଣି ଜୀବନ ଲାଗି ବହୁତ ଜରୁରୀ ଏହା ଆମେ ସମସ୍ତେ ଜାଣୁ । ଏହାର ମାତ୍ରା ଯେତେବେଳେ ଶରୀରରେ ଠିକ୍‌ ରହିଥାଏ ସେତେବେଳେ ଶରୀର ସୁସ୍ଥ ରହିଥାଏ ଆଉ ଯେତେବେଳେ କମ୍‌ ହୋଇଯାଏ ସେତେବେଳେ ଆମ ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ…

ଶୀତଦିନରେ ପିଲାଙ୍କ ପାଇଁ କିଛି ବିଶେଷ ଖାଦ୍ୟ

ଆରମ୍ଭ ହୋଇଛି ଶୀତ ଦିନ । ଥଣ୍ଡା ବଢିବା ସହିତ ଥଣ୍ଡା କାଶ ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ତେବେ ଶୀତଦିନେ ବଡ ମାନଙ୍କ ଅପେକ୍ଷା ଛୋଟପିଲାଙ୍କର ଅଧିକ ଯନି ନେବାକୁ ପଡିଥାଏ । ସେମାନଙ୍କ ଖାଇବାର ବିଶେଷ ଧ୍ୟାନ ନେବାକୁ…

କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ

କୌଣସି ବି ରୋଗର ଚିହ୍ନଟ ପାଇଁ ବ୍ଲଡ, ସିଟି ସ୍କାନ କିମ୍ବା ଅନ୍ୟ କିଛି ଯାଞ୍ଚ କରାଇବାକୁ ପଡିଥାଏ । କିନ୍ତୁ ଏବେ କଣ୍ଠସ୍ୱରରୁ ରୋଗର ଚିହ୍ନଟ କରାଯାଇ ପାରିବ । ଆମେରିକା ଫ୍ଲୋରିଡା ୟୁନିଭରସିଟିର ହେଲ‘ ଭଏସ୍‌ ସେଣ୍ଟର…

ଏସିଡିଟି ବଢାଏ ପିଆଜ

ପିଆଜ ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ । ପିଆଜ ନଥିଲେ କୌଣସି ବି ଖାଦ୍ୟ ପାଟିକୁ ସୁଆଦିଆ ଲାଗେନି । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଏ । ତେବେ ଅନେକ ଲୋକେ କଞ୍ଚା ପିଆଜ ମଧ୍ୟ ଖାଇଥାନ୍ତି । ଏହାକୁ…

କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ୍‌ ଷ୍ଟ୍ରୋକ, ହୃଦରୋଗ

ନୂଆଦିଲ୍ଲୀ: କରୋନା ସୁସ୍ଥ ହେବା ପରେ ମଧ୍ୟ ଟଳିନି ବିପଦଛ କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ ଆଶଙ୍କା । କମ ବୟସରେ ମଧ୍ୟ ହୃଦଘାତ ହେଉଛି । କରୋନାର ଦ୍ୱିତୀୟ ଲହର ପରେ ଏହି ସମସ୍ୟା ବଢିଯାଇଛି ।…

ସ୍ୱାସ୍ଥ୍ୟ ପାଇଁ ବରଦାନ କଞ୍ଚା ଲଙ୍କା

କିଛି ଲୋକଙ୍କୁ ରାଗ ଖାଇବା ପସନ୍ଦ ଓ କିଛି ଲୋକଙ୍କୁ ନୁହେଁ । ଅନେକ ଲୋକେ ରାଗ ହେତୁ କଞ୍ଚା ଲଙ୍କା ଖାଇବାକୁ ଇଚ୍ଛା କରନ୍ତି ନାହିଁ । ମାତ୍ର କଞ୍ଚା ଳଙ୍କା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଆୟୁର୍ବେଦରେ ମଧ୍ୟ ଏନେଇ…

ସ୍କୁଲ ପାଇଁ ପିଲା ଉଠିପାରୁନାହାନ୍ତି, ଜାଣ;ୁ ବୟସ ଅନୁଯାୟୀ ପିଲାଙ୍କ କେତେ ନିଦ ଆବଶ୍ୟକ

କରୋନା ମହାମାରୀ କମିବା ପରେ ବିଦ୍ୟାଳୟ ପାଠ ପଢା ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ, ପିଲାମାନଙ୍କୁ ସକାଳୁ ଉଠିବା ଏକ ବଡ ସମସ୍ୟା । ଅନେକ ଥର ପିଲାମାନେ ସକାଳୁ ଉଠିବା ପରେ ମଧ୍ୟ ନିଦ୍ରାରେ କିମ୍ବା ଆଳସରେ ରୁହନ୍ତି ।…

ଘୋଷ୍ଟ ଇମେଜିଂ କଣ?

ଆଜିକାଲିର ବିଜ୍ଞାନ ଢେର ଆଗକୁ ଗଲାଣି । ବିଜ୍ଞାନକୁ ବ୍ୟବହାର କରି ବିଭିନ୍ନ ଅସମ୍ଭବ କାମକୁ ସମ୍ଭବ କରିହେଉଛି । ଏଥିମଧ୍ୟରେ ଏଭଳି ମଧ୍ୟ କେତେକ ଉଦ୍ଭାବନ ରହୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେହିଭଳି ଏକ ଉଦ୍ଭାବନ…

ନିଦ ପାଇଁ ଖାଦ୍ୟ

ରାତିରେ ନିଦ ନ ହେବା ଆଜିକାଲି ଏକ ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଏହି ସମ୍ୟାରୁ ମୁକ୍ତି ପାଇବା ପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି । ପିଲାଦିନେ ଶୋଇବା ପୂର୍ବରୁ ମାଆ ଆମକୁ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ଦେଉଥିଲେ ।…

କ୍ଷତିକାରକ ଗରମ ଚା’

ସକାଳୁ ଗରମ ଚା’ ପିଇବା ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ । ବହୁତ ଲୋକ ଅଛନ୍ତି ଦିନକୁ ୪ରୁ ୫ ଥର ଚା’ ପିଅନ୍ତି । ଏପରିକି ସକାଳୁ ଚା’ ନପିଇଲେ ଦିନସାରା ସେମାନେ ଚିଡିଚିଡି ହୋଇଥାଆନ୍ତି । ହେଲେ ସକାଳୁ ଖାଲି ପେଟରେ ଗରମ ଚା’…